କରୋନା କବଳରେ ୨୧ ଆୟୁଷ ଡାକ୍ତର: କରୋନା ଯୋଦ୍ଧାର ମାନ୍ୟତା ନାହିଁ

ଭୁବନେଶ୍ୱର : କରୋନା ସମୟରେ ଯୋଦ୍ଧା ଭାବେ ଆଗରେ ରହିଥିବା ଆୟୁଷ ଡାକ୍ତର ମଧ୍ୟ କ‌ରୋନାରେ ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨୧ଜଣ ଡାକ୍ତର କରୋନା ପଜିଟିଭ୍ ଥିବା ବେଳେ ତହିଁରୁ ୨ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ୨୧ ସଂକ୍ରମିତ ଆୟୁଷ ଡାକ୍ତରଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି। ଏହା ପରେ ବାଲେଶ୍ବର ଜିଲ୍ଲା ରହିଛି। ତେବେ ‌୨ଜଣ ଡାକ୍ତରଙ୍କ ଅବସ୍ଥା … Continue reading କରୋନା କବଳରେ ୨୧ ଆୟୁଷ ଡାକ୍ତର: କରୋନା ଯୋଦ୍ଧାର ମାନ୍ୟତା ନାହିଁ